Subscribe
URL of the page has been copied to clipboard.
Meaning : ପୃଥିବୀର ସ୍ତରମାନଙ୍କ ମଧ୍ୟରେ ସେ କଠୋର ପିଣ୍ଡ ବା ଖଣ୍ଡ ଯାହା ଚୂନ, ବାଲିଆଦି ଜମିବା ଫଳରେ ତିଆରି ହୋଇଥାଏ
Example : ମୂର୍ତ୍ତିକାର ପଥରର ମୂର୍ତ୍ତି ତିଆରି କରୁଛନ୍ତି
Synonyms : ପଥର, ପ୍ରସ୍ତର, ଶିଳା
Translation in other languages :हिन्दी English
पृथ्वी के स्तर का वह कठोर पिंड या खंड जो चूने, बालू आदि के जमने से बना होता है।
A lump or mass of hard consolidated mineral matter.
Install App