Meaning : ଭଗବାନ ଶଙ୍କରଙ୍କର ଗୋଟିଏ ଅସ୍ତ୍ର ଯାହା ବହୁତ ଶକ୍ତିଶାଳୀ ଥିଲା
Example :
ଭଗବାନ ଶିବଙ୍କୁ କଠୋର ତପସ୍ୟା କରି ଅର୍ଜୁନ ପାଶୁପତ ଅସ୍ତ୍ର ଲାଭ କରିଥିଲେ
Synonyms : ପାଶୁପତ ଅସ୍ତ୍ର, ପାଶୁପତାସ୍ତ୍ର
Translation in other languages :
भगवान शंकर का एक अस्त्र जो बहुत प्रचंड था।
अर्जुन ने भगवान शिव की कठोर तपस्या करके पाशुपतास्त्र अर्जित किया था।Meaning : ଗୋଟିଏ ଗଛରୁ ମିଳୁଥିବା ସୁନ୍ଦର ଫୁଲ
Example :
ମାଳୀ ଅଗସ୍ତି ଫୁଲର ମାଳା ତିଆରି କରୁଛି
Synonyms : ଅଗସ୍ତି ଫୁଲ
Translation in other languages :
Meaning : ଶିବୋକ୍ତ ତନ୍ତ୍ର ଶାସ୍ତ୍ର
Example :
ତାନ୍ତ୍ରିକ ଜଣକ ପାଶୁପତ ଜ୍ଞାତା
Translation in other languages :
Meaning : ଯେ ପଶୁପତିଙ୍କ ସିଦ୍ଧାନ୍ତକୁ ମାନେ
Example :
ପାଶୁପତ ଶ୍ମଶାନରେ ସାଧନା କରୁଛନ୍ତି
Translation in other languages :