Meaning : ଆଗପଛ କ୍ରମରେ ଆସିବା ସୁଯୋଗ ବା ସୁବିଧା
Example :
ଶିବରାତ୍ରି ଦିନ ପ୍ରଭୁଶିବଙ୍କ ଦର୍ଶନପାଇଁ ଅଧାଘଣ୍ଟା ଛିଡ଼ାହେବାପରେ ମୋ ପାଳି ପଡ଼ିଲା
Synonyms : ବାରି
Translation in other languages :
Meaning : କଳକାରଖାନା ଆଦିରେ କାମ କରିବା ଏକ ନିର୍ଧାରିତ ସମୟ ଯେଉଁ ସମୟରେ କର୍ମଚାରୀ ବା କର୍ମଚାରୀଦଳ ଆସି କାର୍ଯ୍ୟ କରନ୍ତି
Example :
ରାମଦେବର ଆଜିଠାରୁ ରାତି ପାଳି ଆରମ୍ଭ ହୋଇଛି
Translation in other languages :
Meaning : ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
Example :
ଏବେ ରାମର ପାଳି
Translation in other languages :