Subscribe
URL of the page has been copied to clipboard.
Meaning : ଭୟ ସୃଷ୍ଟି ପାଇଁ ରଖା ଯାଇଥିବା ବା ଦେଖାଇ ଦିଆଯାଉଥିବା ବସ୍ତୁ
Example : ସହପାଠୀକୁ ଡରାଇବା ନିମନ୍ତେ ସେ ପାଳଭୂତ କଂକାଳର ପ୍ରୟୋଗ କଲା
Translation in other languages :हिन्दी
भ्रम पैदा करने वाली बात या वस्तु।
Meaning : ପଶୁ, ପକ୍ଷୀଆଦିଙ୍କୁ ଡରାଇବା ନିମନ୍ତେ ଖେତରେ ଠିଆ କରାଯାଇଥିବା ପିତୁଳା
Example : କୃଷକ ସ୍ଥାନେସ୍ଥାନେ ପାଳଭୂତ ତିଆରି କରିଛି
Translation in other languages :हिन्दी English
चिड़ियों, पशुओं आदि को डराने के लिए खेत में खड़ा किया हुआ घास-फूस, चिथड़ों आदि का बना पुतला।
An effigy in the shape of a man to frighten birds away from seeds.
Install App