Meaning : କାହାରି ପ୍ରତିପାଳନ କରିବାପାଇଁ ସାଧନର ବ୍ୟବସ୍ଥା କରିବା
Example :
ଶ୍ୟାମ ଗୋଟିଏ ବଡ଼ ପରିବାରର ଭରଣପୋଷଣ କରୁଛି
Synonyms : ପରିବାର ଚଳାଇବା, ପୋଷଣ କରିବା, ପ୍ରତିପାଳନ କରିବା, ଭରଣପୋଷଣ କରିବା
Translation in other languages :
Meaning : ଭୋଜନ ଓ ବସ୍ତ୍ର ଦେଇ ଜୀବନ ରକ୍ଷା କରିବା
Example :
ପ୍ରତ୍ୟେକ ମାଁ ବାପା ନିଜନିଜର କ୍ଷମତା ଅନୁସାରେ ନିଜ ପିଲାମାନଙ୍କୁ ପାଳନ କରନ୍ତି
Synonyms : ପାଳନପୋଷଣ କରିବା, ପାଳିବା, ପୋଷିବା
Translation in other languages :
भोजन, वस्त्र आदि देकर जीवन रक्षा करना।
हर माँ-बाप अपनी हैसियत के अनुसार,अपने बच्चों को पालते हैं।