Meaning : କୌଣସି ସ୍ଥାନ ବା ପଦାର୍ଥର ସେହି ଦୁଇ ପାଖ ବା କୋଣ ଯାହା ପରବର୍ତ୍ତି ବା ପୂର୍ବବର୍ତ୍ତିଠାରୁ ଭିନ୍ନ ହୋଇଥାଏ
Example :
ପତ୍ରର ଅନ୍ୟ ପାର୍ଶ୍ୱ ହଳଦିଆ ହୋଇଥାଏ
Synonyms : ପାଖ
Translation in other languages :
किसी स्थान या पदार्थ के वे दोनों छोर या किनारे जो अगले या पिछले से भिन्न हों।
पत्र का दूसरा पक्ष पीला है।An extended outer surface of an object.
He turned the box over to examine the bottom side.Meaning : କୌଣସି ବିଶେଷ ସ୍ଥିତିରେ ଡାହାଣ ବା ବାଁରେ ଥିବା ପରିସର
Example :
ଶ୍ୟାମ ମୋ କଡ଼ରେ ବସିଗଲା
Translation in other languages :
A place within a region identified relative to a center or reference location.
They always sat on the right side of the church.Meaning : କାଖ ଓ ଅଣ୍ଟା ମଧ୍ୟ ଭାଗର ଯେଉଁ ସ୍ଥାନରେ ପଞ୍ଜରା ହାଡ଼ ଥାଏ
Example :
ସୀମା ତାର ସ୍ୱାମୀଙ୍କ ପାଖକୁ ଲାଗି ବସିଲା
Translation in other languages :
The side between ribs and hipbone.
flankMeaning : ଅନ୍ୟ ସ୍ଥାନକୁ ଆଧାର କରି ଦର୍ଶାଇ ଦିଆଯାଉଥିବା ସ୍ଥାନ
Example :
ତାଙ୍କର ଘର ମନ୍ଦିରର ଡାହାଣ ପଟକୁ ପଡ଼ିବ
Translation in other languages :
A place within a region identified relative to a center or reference location.
They always sat on the right side of the church.Meaning : କୌଣସି ବସ୍ତୁ ବା ଶରୀରର ଡାହାଣ ବା ବାମ ଭାଗ
Example :
ଆପଣଙ୍କର କେଉଁ ପାର୍ଶ୍ୱରେ ଦରଜ ହେଉଛି?ଅର୍ଦ୍ଧନାରୀଶ୍ୱରର ଗୋଟିଏ ପାର୍ଶ୍ୱ ନାରୀର ତଥା ଅନ୍ୟଟି ପୁରୁଷର
Translation in other languages :