Meaning : ମାଟିର ଶିବଲିଙ୍ଗ
Example :
ମୋ ମାଆ ସବୁଦିନେ ପାର୍ଥିବ ପୂଜା କରନ୍ତି
Translation in other languages :
Meaning : ପୃଥିବୀର ବା ପୃଥିବୀ ସହ ସମ୍ବନ୍ଧିତ
Example :
ଆମେସବୁ ପାର୍ଥିବ ବସ୍ତୁର ମୋହରେ ପଛୁ
Translation in other languages :
Of or belonging to or characteristic of this earth as distinguished from heaven.
Earthly beings.