Subscribe
URL of the page has been copied to clipboard.
Meaning : ପିଇବାକୁ ଦେବା
Example : ମୋ ସ୍ତ୍ରୀ ପାତ୍ରରେ ପାଣି ପିଆଏ
Synonyms : ପିଆଇବା
Translation in other languages :हिन्दी
पीने को देना।
Meaning : କାହାରିକୁ ପିଇବା ନିମନ୍ତେ ପ୍ରବୃତ୍ତ କରିବା
Example : ମାଆ ପିଲାକୁ ଦୁଧ ପିଆଉଛନ୍ତି
किसी को पीने में प्रवृत्त करना।
Meaning : ପିଇବାକାମ ଅନ୍ୟ କାହାଦ୍ୱାରା କରାଇବା
Example : ମାଲିକାଣୀ ତାଙ୍କ ପିଲାକୁ ଆୟାଦ୍ୱାରା ଦୁଧ ପିଆନ୍ତି
पिलाने का काम दूसरे से करवाना।
Install App