Meaning : ଗୋଟିଏ ଲତା ଯାହାର ପତ୍ର ଉପରେ ଖଇର, ଚୂନ ଆଦି ଲଗାଇ ଏବଂ ତାକୁ ମୋଡ଼ିକରି ଖିଆଯାଏ"
Example :
ଏହି ବର୍ଷ ପାନ ପତ୍ର ବଢୁନାହିଁ
Translation in other languages :
एक लता जिसके पत्तों पर कत्था, चूना आदि लगाकर और उनका बीड़ा बनाकर खाया जाता है।
इस साल पान के पत्ते बढ़ नहीं रहे हैं।Meaning : ପିଇବା କାମ
Example :
ମୋହନ ମଦ୍ୟପାନ ପରେ ସୋହନ ସହିତ ଝଗଡ଼ା କଲା
Synonyms : ପିଇବା
Translation in other languages :
Meaning : ଔଷଧର ଯେତିକି ମାତ୍ରା ଏକା ଥରକେ ଖିଆ ଯାଏ
Example :
ଦୁଇ ପାନ ଔଷଧ ଖାଇଲପରେ ମଧ୍ୟ ଜ୍ୱର କମିଲା ନାହିଁ
Synonyms : ଡୋଜ
Translation in other languages :
Meaning : ଚାରିପ୍ରକାରର ତାସପତାରୁ ଯେଉଁ ଗୋଟିକରେ ପାନପତ୍ର ଆକାରର ଏବଂ ଲାଲ ରଙ୍ଗର ଚିହ୍ନ ଥାଏ
Example :
ଆହା! ମୋ ପାଖରେ ଲାଲପାନର ଗୋଲାମ ଥାଆନ୍ତା କି?
Synonyms : ଲାଲପାନ
Translation in other languages :
A playing card in the major suit that has one or more red hearts on it.
He led the queen of hearts.Meaning : ଯେଉଁ ପାନପତ୍ରରେ ଖଇର,ଚୁନ ଆଦି ଲଗାଇ ଖିଲ କରାଯାଏ
Example :
ଖାଇସାରିବା ପରେ ପାନ ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୁଏ