Meaning : ପାଣିରେ ରହୁଥିବା ଗୋଟିଏ ଛୋଟ କଳା ପକ୍ଷୀ
Example :
ପାଣିକୁଆର ଥଣ୍ଟ ଛୋଟ ଓ ନାରଙ୍ଗୀ ହୋଇଥାଏ
Synonyms : ଜଳମୁର୍ଗୀ
Translation in other languages :
Meaning : ପାଣିରେ ବୁଡ଼ି ମାଛ ଧରୁଥିବା ଏକ ଜଳ ପକ୍ଷୀ
Example :
ହ୍ରଦରେ ପାଣିକୁଆ ପହଁରୁ ଥିଲା
Translation in other languages :
Small compact-bodied almost completely aquatic bird that builds floating nests. Similar to loons but smaller and with lobate rather than webbed feet.
grebeMeaning : ଏକ ପ୍ରକାରର ଜଳ ପକ୍ଷୀ
Example :
ପାଣିକୁଆର ବେକ ଟିକିଏ ଲମ୍ବା ପାଣିକୁଆ ଥଣ୍ଟରେ ମାଛକୁ ଚାପି ଉଡ଼ିଗଲା
Translation in other languages :
Large voracious dark-colored long-necked seabird with a distensible pouch for holding fish. Used in Asia to catch fish.
cormorant, phalacrocorax carboMeaning : ପତଳା ଥଣ୍ଟବାଲା ଏକ ଜଳପକ୍ଷୀ
Example :
ପୋଖରୀରେ ପାଣିକୁଆଟିଏ ପହଁରୁଛି
Translation in other languages :