Meaning : ଯେଉଁ ଛୁଆଁ ରୋଗ ହେଲେ ଚର୍ମ ଉପରେ ଛୋଟ ଛୋଟ ଫୋଟକା ବାହାରେ
Example :
ହାଡ଼ଫୁଟି ରୋଗୀକୁ ସଦାବେଳେ ପରିଷ୍କାର ସ୍ଥାନରେ ରଖିବା ଦରକାର
Synonyms : ବସନ୍ତ, ହାଡଫୁଟି, ହାଡଫୁଟି ମା
Translation in other languages :
An acute contagious disease caused by herpes varicella zoster virus. Causes a rash of vesicles on the face and body.
chickenpox, varicella