Meaning : ମୁଁହ, ଆଖି, ଘା’ଆଦିରେ ଝରୁଥିବା ତରଳ ପଦାର୍ଥ
Example :
ତାର ଦୁଇ ଆଖିରୁ ବରାବର ପାଣି ନିଗୁଡ଼ୁଛି
Translation in other languages :
Meaning : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
Example :
ବଣିଆ ମୁଦି ଉପରେ ସୁନାଲେପ ଦେଉଛି
Translation in other languages :
The application of a thin coat of metal (as by electrolysis).
platingMeaning : ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ
Example :
ଜଳ ହିଁ ଜୀବନର ଆଧାର
Synonyms : ଅମ୍ବୁ, ଜଳ, ନୀର, ସଲିଳ
Translation in other languages :
नदी, जलाशय, वर्षा आदि से मिलने वाला वह द्रव पदार्थ जो पीने, नहाने, खेत आदि सींचने के काम आता है।
जल ही जीवन का आधार है।