Subscribe
URL of the page has been copied to clipboard.
Meaning : ପାଗଳ ହୋଇଥିବା ମହିଳା
Example : ପାଗଳୀଟି ରାସ୍ତା ମଝିରେ ଠିଆ ହୋଇ ବଡ ବଡ ହେଉଥିଲା
Synonyms : ବାଇଆଣୀ, ବାୟାଣୀ
Translation in other languages :हिन्दी English
पागल महिला।
A woman lunatic.
Meaning : ଯାହାର ମୁଣ୍ଡ ବିଗିଡ଼ି ଯାଇଛି
Example : ପାଗଳୀ ସ୍ତ୍ରୀ ଏଣୁତେଣୁ ଗପୁଛି ପାଗଳା କୁକୁର କାମୁଡ଼ିବାରୁ ସଙ୍ଗୀତା ପାଗଳୀ ହୋଇଯାଇଛି
Synonyms : ପାଗଳିନୀ, ବାୟାଣି
Translation in other languages :हिन्दी
जिसका होश ठिकाने न हो।
Install App