Meaning : ଯେଉଁ ସ୍ଥାନରେ ପାଗଳମାନଙ୍କ ଚିକିତ୍ସା କରାଯାଏ ଏବଂ ସେମାନଙ୍କୁ ସେଇଠି ରଖାଯାଏ
Example :
ଶ୍ୟାମର ମାନସିକ ସନ୍ତୁଳନ ବିଗିଡ଼ିଯିବାରୁ ତାକୁ ପାଗଳଖାନାରେ ଭର୍ତ୍ତି କରାଗଲା
Synonyms : ପାଗଳଖାନା
Translation in other languages :
A hospital for mentally incompetent or unbalanced person.
asylum, insane asylum, institution, mental home, mental hospital, mental institution, psychiatric hospital