Meaning : ଯେଉଁ ବ୍ୟକ୍ତିର ମଥା କାମକରେ ନାହିଁ
Example :
ରାସ୍ତାରେ ପାଗଳ ଲୋକଟି ନିଜକୁ ନିଜେ କଥା କହି କହି ଯାଉଥିଲା
Translation in other languages :
Meaning : ଯେ ନିଜ ଅଧିନରେ ନାହିଁ
Example :
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
Synonyms : ଉନ୍ମତ୍ତ, ଭ୍ରାନ୍ତ, ମଦାନ୍ଧ
Translation in other languages :
Marked by uncontrolled excitement or emotion.
A crowd of delirious baseball fans.Meaning : ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
Example :
ରାମ ନିଜ ଆଖି ଆଗରେ ନିଜ ଘର ଭାଙ୍ଗିଯିବା ଦେଖି ପାଗଳ ହୋଇଗଲା
Translation in other languages :
Meaning : ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
Example :
ସେ ଜଣେ ପାଗଳ ବ୍ୟକ୍ତି
Translation in other languages :