Subscribe
URL of the page has been copied to clipboard.
Meaning : ସମୟ, ସ୍ଥାନଆଦିର ବିଚାରରେ ସାମାନ୍ୟ ଅନ୍ତରରେ ବା କମ୍ ଦୂରରେ
Example : ତାଙ୍କର କାର୍ଯ୍ୟାଳୟ ପାଖରେ ଅଛି
Synonyms : ନିକଟରେ, ପାଶରେ, ସନ୍ନିକଟରେ, ସମୀପରେ
Translation in other languages :हिन्दी English
समय, स्थान आदि के विचार से थोड़े ही अन्तर पर या कम दूरी पर।
Not far away in relative terms.
Install App