Meaning : ପକ୍ଷପାତରେ ଭରପୂର ହୋଇଥିବା ବା ଯେଉଁଥିରେ ପକ୍ଷପାତ କରାଯାଇଛି
Example :
ତାଙ୍କର ଭେଦଭାବଭରା ବ୍ୟବହାର ମୋତେ ଭଲ ଲାଗିଲାନାହିଁ
Synonyms : ପକ୍ଷପାତପୂର୍ଣ୍ଣ, ଭେଦଭାବଭରା
Translation in other languages :
पक्षपात से भरा हुआ या जिसमें पक्षपात किया गया हो।
उसका पक्षपातपूर्ण व्यवहार मुझे अच्छा नहीं लगा।