Meaning : ଶିଙ୍ଗଥିବା ଚତୁଷ୍ପଦୀମାନଙ୍କର ଏହିପରି କାର୍ଯ୍ୟ ଯେ ଗିଳିଥିବା ଖାଦ୍ୟକୁ ଗଳାରୁ ଅଳ୍ପଅଳ୍ପ ବାହାର କରି ପୁଣି ଚୋବାନ୍ତି
Example :
ଗାଈ ଛାଇରେ ଶୋଇ ପାକୁଳି କରୁଛି
Translation in other languages :
Regurgitation of small amounts of food. Seen in some infants after feeding.
rumination