Meaning : ପ୍ରତିଯୋଗିତା, ପରୀକ୍ଷା ଆଦିରେ କୌଣସି ମୂଲ୍ୟାଙ୍କନ, ସ୍ଥାନ ଆଦି ପ୍ରାପ୍ତ ହେବା
Example :
ଏହି ଖେଳରେ ମୋତେ ପ୍ରଥମ ସ୍ଥାନ ମିଳିଲା
Synonyms : ପ୍ରାପ୍ତହେବା, ମିଳିବା
Translation in other languages :
किसी प्रतियोगिता, परीक्षा आदि में कोई मूल्यांकन, स्थान आदि प्राप्त होना।
इस खेल में मुझे पहला स्थान मिला।Meaning : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
Example :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
Synonyms : ପ୍ରାପ୍ତହେବା, ମିଳିବା, ରଖିବା
Translation in other languages :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.Meaning : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
Example :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
Synonyms : ଆସିବା, କରଗତ କରିବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
Translation in other languages :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।Meaning : ମିଳିଯିବା
Example :
ଏହି କାମ କରି ମୁଁ ଅଧିକ ପ୍ରସନ୍ନତା ପାଇଲି
Synonyms : ପ୍ରାପ୍ତ କରିବା, ମିଳିବା
Translation in other languages :
Meaning : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
Example :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
Synonyms : ଗ୍ରହଣ କରିବା, ନେବା, ପ୍ରାପ୍ତ କରିବା
Translation in other languages :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।Meaning : ନିଜ ଅଧିକାର ଭୁକ୍ତ କରିବା
Example :
ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ
Synonyms : ପ୍ରାପ୍ତି କରିବା, ଲାଭ କରିବା, ହାସଲ କରିବା
Translation in other languages :
Meaning : ପ୍ରାପ୍ତହେବା
Example :
ମୋତେ ଅନେକ ଧନ ମିଳିଲା ତାର ହଜିଯାଇଥିବା ଜିନିଷ ମିଳିଲା ନା ନାହିଁ?
Synonyms : ମିଳିବା
Meaning : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
Example :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
Synonyms : କରିବା, ଦେବା, ପ୍ରାପ୍ତକରିବା, ହାସଲ କରିବା
Translation in other languages :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।Meaning : ତୁଳନା କରି ପାରିବା
Example :
ତୁମେ ତୁମ ବଡ଼ ଭାଇଙ୍କ ପାଣ୍ଡିତ୍ୟର କେବେ ପ୍ରାପ୍ତ କରିପାରିବ ନାହିଁ
Synonyms : ପ୍ରାପ୍ତ କରିବା
Translation in other languages :