Meaning : କୌଣସି ବସ୍ତୁ ବା ବ୍ୟକ୍ତିଙ୍କୁ ଜଗାରଖା ବା ରକ୍ଷା କରିବା ନିମନ୍ତେ ଅଥବା ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଚାଲିଗଲାବେଳେ ଅଟକାଇବା ପାଇଁ ପହରାଦାରଙ୍କୁ ନିଯୁକ୍ତ କରିବାର କ୍ରିୟା
Example :
ପହରାଦାର ତତ୍ପରତା ସହିତ ପହରା ଦେଉଛି
Synonyms : ଚୌକୀ
Translation in other languages :
Meaning : ସୁରକ୍ଷାପ୍ରଦାନକରିବାପାଇଁ ପ୍ରହରୀ, ପୋଲିସ ଆଦିଙ୍କଦ୍ବାରା ରାତିରେ କରାଯାଉଥିବା ଭ୍ରମଣ
Example :
ରାତିରେ ପହରା ସମୟରେ କନେଷ୍ଟବଳ ଜଣେ ଚୋରକୁ ଧରିଲା
Translation in other languages :
रक्षकों, पुलिस आदि के द्वारा रक्षा की दृष्टि से रात को किया जानेवाला गश्त।
रात को तिलावा करते समय कोतवाल ने एक चोर को पकड़ा।The activity of going around or through an area at regular intervals for security purposes.
patrolMeaning : ପହରାଦେବା କାମ
Example :
ଚୌକିଦାରୀ ସମୟରେ ସତର୍କ ରହିବା ଉଚିତ
Synonyms : ଚୌକିଦାରୀ
Translation in other languages :
The duty of serving as a sentry.
He was on guard that night.