Meaning : ଜଳସେଚନ ପାଇଁ ଖେତରେ କରାଯାଇଥିବା ଛୋଟ ନାଳୀ
Example :
ଚାଷୀ ତା ଅସମତଳ ଖେତରେ ପାଣି ମଡ଼ାଇବାପାଇଁ ପହଣି ତିଆରି କରୁଛି
Translation in other languages :
खेतों में सिंचाई के लिए बनायी जानेवाली छोटी नाली।
किसान अपने असमतल खेत की सिंचाई करने के लिए बरहा बना रहा है।A passage for water (or other fluids) to flow through.
The fields were crossed with irrigation channels.Meaning : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ
Example :
ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି
Translation in other languages :