Meaning : ଅନୁଭବ କରାଇବା
Example :
ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
Synonyms : ଅନୁଭବ କରାଇବା, ଦେଖାଇବା
Translation in other languages :
Meaning : କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ
Example :
ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି
Translation in other languages :
Meaning : କୌଣସି ବିଷୟରେ କାହାକୁ ବରାବର କରିଦେବା
Example :
ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି
Synonyms : ପହଞ୍ଚେଇବା
Translation in other languages :
Cause to come into a particular state or condition.
Long hard years of on the job training had brought them to their competence.Meaning : ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ
Example :
ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି
Synonyms : ଛାଡ଼ିକି ଆସିବା
Translation in other languages :