Meaning : ୟୁରୋପ,ଆମେରିକା ଆଦିର ଦେଶ
Example :
ଆଜିକାଲି ଅଧିକାଂଶ ଭାରତୀୟ ପଶ୍ଚିମର ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି
Translation in other languages :
Meaning : ସୂର୍ଯ୍ୟ ଅସ୍ତ ହେବାର ଦିଗ ବା ପୂର୍ବଦିଗର ସାମନା ଦିଗ
Example :
ମୋ ଘର ଏହିଠାରୁ ପଶ୍ଚିମରେ
Synonyms : ପଶ୍ଚିମ ଦିଗ, ପଶ୍ଚିମ ଦିଶା
Translation in other languages :
Meaning : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଦୁଇଶହ ସତୁରୀ ଡିଗ୍ରୀ ଉପରେ ହୋଇଥାଏ
Example :
ପଶ୍ଚିମ ସର୍ବଦା ପଶ୍ଚିମ ଦିଗଆଡ଼କୁ ହିଁ ହୋଇଥାଏ
Translation in other languages :