Subscribe
URL of the page has been copied to clipboard.
Meaning : ଯାଯାବରମାନେ ବିକ୍ରି କରିବାପାଇଁ ସାଙ୍ଗରେ ନେଇ ଯାଉଥିବା ଜୀବଜନ୍ତୁ ସମୂହ
Example : ପ୍ରଥମେ ଯାଯାବର ସାଙ୍ଗରେ ପଶୁଗୋଠ ନେଇ ଚାଲୁଥିଲେ
Synonyms : ପଶୁପଲ
Translation in other languages :हिन्दी English
जानवरों का समूह जिसे बनजारे बेचने के लिए लेकर चलते हैं।
A group of animals.
Meaning : ଚାରିଗୋଡ଼ିଆ ପଶୁଙ୍କ ଗୋଠ
Example : ରାସ୍ତାରେ ଯାଉଥିବା ପଶୁଗୋଠରେ ଅନ୍ୟ ପଶୁଙ୍କସହିତ ଗାଈଗୁଡ଼ିକ ମଧ୍ୟ ଥିଲେ
Synonyms : ପଶୁଦଳ, ପଶୁପଲ
Install App