Meaning : ପଳାୟନ କରୁଥିବା ବ୍ୟକ୍ତି
Example :
ପୋଲିସ ପଳାତକର ଅନ୍ୱେଷଣ କରୁଛି
Synonyms : ପଳାୟନକାରୀ
Translation in other languages :
Meaning : ଯେ ନିଜ କାର୍ଯ୍ୟ, ପଦ, ବା କର୍ତ୍ତବ୍ୟ ଛାଡ଼ି କୌଣସି ଡରରେ ଅନ୍ୟ ଜାଗାକୁ ଚାଲିଯାଇଛି
Example :
ମୋ ଗାଁର ଗୋଟିଏ ପଳାତକ ସହରର ମନ୍ଦିରରେ ରହୁଥିଲା
Translation in other languages :