Meaning : ବୀମାର ଲିଖିତ ଅନୁବନ୍ଧ ବା ବୀମାର ପ୍ରମାଣପତ୍ର
Example :
ସେ ଏଲଆଇସିର ଗୋଟିଏ ନୂଆ ପଲିସୀ କଲେ
Synonyms : ବୀମା ପଲିସୀ
Translation in other languages :
बीमा का लिखित अनुबंध या बीमा का प्रमाण-पत्र।
उसने एलआईसी की एक नई पालिसी ली है।Written contract or certificate of insurance.
You should have read the small print on your policy.Meaning : କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ବାରା କୌଣସି ବିଶେଷ ଯୋଜନା ଯାହା ଅନ୍ୟର ହିତନିମନ୍ତେ ଜାରୀ
Example :
ଆମର କମ୍ପାନୀ ନୂଆ-ନୂଆ ପଲିସୀ କାର୍ଯ୍ୟକାରୀ କରୁଛି
Synonyms : ନୀତି
Translation in other languages :
A plan of action adopted by an individual or social group.
It was a policy of retribution.