Meaning : ବିଶେଷକରି ମହିଳାମାନେ ବ୍ୟବହୃତ କରୁଥିବା ହାତଥିବା ବ୍ୟାଗ ଯେଉଁଥିରେ ଟଙ୍କା-ପଇସା ଆଦି ବସ୍ତୁ ରଖିହୁଏ
Example :
ଶୀଲା ନିଜ ବ୍ୟାଗରେ ଦର୍ପଣ,ପାନିଆ ଆଦି ମଧ୍ୟ ରଖେ
Synonyms : ବ୍ୟାଗ, ହ୍ୟାଣ୍ଡବ୍ୟାଗ
Translation in other languages :
A container used for carrying money and small personal items or accessories (especially by women).
She reached into her bag and found a comb.Meaning : ଅନେକ କୋଠରି ଥିବା ଏକ ପ୍ରକାର ଛୋଟ ଥଳି
Example :
ମୋ ବଟୁଆରେ ମାତ୍ର ଶହେ ଟଙ୍କା ଅଛି
Synonyms : ବଟୁଆ
Translation in other languages :