Meaning : ଯଥେଷ୍ଟ ହେବା ଅବସ୍ଥା ବା ଭାବ
Example :
ଖାଦ୍ୟ ଶସ୍ୟର ପର୍ଯ୍ୟାପ୍ତତା କାରଣରୁ ଆମମାନଙ୍କୁ କେବେ ବି ଭୋକରେ ରହିବାକୁ ପଡ଼ିବନାହିଁ
Translation in other languages :
पर्याप्त होने की अवस्था या भाव।
अन्न की पर्याप्तता के कारण हमें कभी भूखों नहीं मरना पड़ता।