Meaning : ନ୍ୟାୟାଳୟ ବା ଅଧିକାରୀଙ୍କ ଦ୍ବାରା ଉଚିତ କାର୍ଯ୍ୟାନୁଷ୍ଠାନ ବା ପ୍ରତିକାର କରିବା ଉଦ୍ଦେଶ୍ୟରେ କୌଣସି ଅପରାଧ ବା ଦୋଷ ପାଇଁ ଧ୍ୟାନ ଦେବାର କ୍ରିୟା
Example :
କେତେକ ନ୍ୟାୟ ପର୍ଯ୍ୟବେକ୍ଷଣ ବିନା ହୋଇଯାଇଥାଏ
Synonyms : ଅବେକ୍ଷଣ
Translation in other languages :
न्यायालय या अधिकारी द्वारा उचित कार्रवाई या प्रतिकार करने के उद्देश्य से किसी अपराध या दोष की ओर ध्यान देने की क्रिया।
कितने न्याय अवेक्षा के बिना ही हो जाते हैं।Meaning : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ
Example :
ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
Synonyms : ଦେଖାଚାହାଁ, ନିରୀକ୍ଷଣ
Translation in other languages :
Attention and management implying responsibility for safety.
He is in the care of a bodyguard.