Meaning : ଦଶନାମୀ ସଂନ୍ୟାସୀଙ୍କମଧ୍ୟରୁ ଗୋଟିଏ
Example :
ପର୍ବତ ସଂନ୍ୟାସୀ ଜ୍ୟୋତିର୍ମଠରେ ରହୁଥିଲେ
Synonyms : ପର୍ବତ ସଂନ୍ୟାସୀ
Translation in other languages :
Meaning : ଜଣେ ଗନ୍ଧର୍ବ
Example :
ମହାଭାରତରେ ପର୍ବତଙ୍କ ବର୍ଣ୍ଣନା ମିଳେ
Translation in other languages :
An imaginary being of myth or fable.
mythical beingMeaning : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ
Example :
ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
Synonyms : ଅଚଳ, ଗିରି, ପାହାଡ଼, ଭୁଧର, ମହୀଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର
Translation in other languages :
भूमि का बहुत ऊँचा, ऊबड़-खाबड़ और प्रायः पथरीला प्राकृतिक भाग।
हिमालय पर्वत भारत के उत्तर में है।