Meaning : ପରର ଉପକାର କରୁଥିବା ବ୍ୟକ୍ତି
Example :
ଆଧୁନିକ ଯୁଗରେ ବି ପରୋପକାରୀଙ୍କର ଉଣା ନାହିଁ
Synonyms : ପରହିତୈଷୀ
Translation in other languages :
Someone who makes charitable donations intended to increase human well-being.
altruist, philanthropistMeaning : ହିତ ବା ଭଲ ଚାହୁଁଥିବା
Example :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
Synonyms : କଲ୍ୟାଣକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
Translation in other languages :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।Meaning : ଯେ ଅନ୍ୟର ଉପକାର କରେ
Example :
ହାତିମ୍ ଜଣେ ପରୋପକାରୀ ବ୍ୟକ୍ତି ଥିଲେ
Synonyms : ପରହିତୈଷୀ
Translation in other languages :