Meaning : ବାତାବରଣର ପରିସ୍ଥିତିରେ ବିଶେଷକରି କୌଣସି ଜୀବ ବା ସମୂହ ରହିଥାନ୍ତି ବା ମିଳିଥାନ୍ତି
Example :
ନାବିକଟି ନିଜକୁନିଜେ ସାମୁଦ୍ରିକ ପରିସ୍ଥିତି ସହ ଚଳେଇନଉଛି
Translation in other languages :
वातावरण का वह प्रकार जिसमें विशेषकर कोई जीव या समूह रहता है या पाया जाता है।
नाविक अपने आप को समुद्री आवास के अनुकूल बना रहा है।The type of environment in which an organism or group normally lives or occurs.
A marine habitat.Meaning : କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା
Example :
ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି
Translation in other languages :
The state of the environment in which a situation exists.
You can't do that in a university setting.