Meaning : କୌଣସି ବିଷୟ ବା କଥାର ଶେଷ ବା ଚରମ ସୀମା
Example :
କେହି ବି ନିଜ ଅଧିକାରର ପରିସୀମା ଲଙ୍ଘନ କରିବା ଉଚିତ ନୁହେଁ
Translation in other languages :
The greatest amount of something that is possible or allowed.
There are limits on the amount you can bet.Meaning : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
Example :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
Synonyms : ଅବଧି, ଗଣ୍ଡି, ଚୌହଦି, ଧାର, ସୀମା
Translation in other languages :
The point or degree to which something extends.
The extent of the damage.Meaning : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
Example :
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
Synonyms : ଅନ୍ତିମସୀମା, ସୀମା
Translation in other languages :