Meaning : ସଫାସୁତୁରା କରିବା
Example :
ପାଣିରେ ଫିଟିକିରି ପକାଇ ତାକୁ ପରିଷ୍କାର କରାଯାଏ
Synonyms : ନିର୍ମଳ କରିବା, ସଫା କରିବା, ସ୍ୱଚ୍ଛ କରିବା
Translation in other languages :
Meaning : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
Example :
ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
Translation in other languages :