Meaning : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ
Example :
ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ
Synonyms : ବୋର୍ଡ଼
Translation in other languages :
Meaning : ନିର୍ବାଚିତ କିମ୍ବା ନିଯୁକ୍ତ ସଦସ୍ୟମାନଙ୍କର ସଭା
Example :
ପରିଷଦରେ ସମସ୍ତ ନିର୍ବାଚିତ ସଦସ୍ୟ ଉପସ୍ଥିତ ନ ଥିଲେ
Translation in other languages :
Meaning : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
Example :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
Synonyms : ପ୍ରତିଷ୍ଠାନ, ସଂଗଠନ, ସଂସ୍ଥା
Translation in other languages :
Meaning : ଲୋକଙ୍କ ସଭା ଯାହା ବିଚାର -ବିମର୍ଷପାଇଁ ହୋଇଥାଏ
Example :
ପରିଷଦରେ ବିଭିର୍ନ୍ନ ଦାବି ଉପରେ ବିଚାର-ବିମର୍ଷ ହେଲା
Synonyms : କାଉନସିଲ
Translation in other languages :