Meaning : ପରିଶ୍ରମ କରିବା ବ୍ୟକ୍ତି
Example :
ପରିଶ୍ରମୀକୁ ଅବଶ୍ୟ ସଫଳତା ମିଳେ
Synonyms : ଅଦ୍ଧ୍ୟବସାୟୀ, ଉଦ୍ୟମୀ, କର୍ମଠ, କର୍ମଶୀଳ
Translation in other languages :
One who works strenuously.
toilerMeaning : କାମ ଉଦ୍ୟୋଗରେ ଲାଗି ରହିଥିବା ଲୋକ
Example :
ମୋ ମାଆ ଜଣେ କାମିକା ମହିଳା
Translation in other languages :
काम या उद्यम में लगा रहनेवाला।
मेरी माँ एक नौकरीशुदा महिला हैं।Actively engaged in paid work.
The working population.