Subscribe
URL of the page has been copied to clipboard.
Meaning : ସ୍ୱଚ୍ଛ ଏବଂ ବିଶୁଦ୍ଧ କରିବା ପ୍ରକ୍ରିୟା
Example : କୁଅପାଣିରେ ଔଷଧ ପକେଇ ପାଣିକୁ ବିଶୋଧନ କରାଯାଏ
Synonyms : ପରିଷ୍କାର, ବିଶୋଧନ, ଶୋଧନ
Translation in other languages :हिन्दी English
स्वच्छ और शुद्ध करने की क्रिया।
An act of removing by cleansing. Ridding of sediment or other undesired elements.
Meaning : ଦୋଷ ବା ତ୍ରୁଟିଗୁଡ଼ିକୁ ଦୂରକରି ଠିକ କରିବା ପ୍ରକ୍ରିୟା
Example : ପାଣିନି ଦେବଭାଷାକୁ ସଂଶୋଧନ କରି ସଂସ୍କୃତରୂପ ପ୍ରଦାନ କରିଥିଲେ
Synonyms : ପରିମାର୍ଜନ, ଶୋଧନ, ସଂଶୋଧନ
तेल, शक्कर, धातु आदि की अशुद्धियों को दूर करके ठीक करने की प्रक्रिया।
The act of offering an improvement to replace a mistake. Setting right.
Install App