Subscribe
URL of the page has been copied to clipboard.
Meaning : ଘରର ମାଲିକ
Example : ପରିବାରର ଦାୟୀତ୍ୱ ଗୃହପତିଙ୍କ ଉପରେ ଥାଏ ସେ ହିଁ ଜଣେ କୁଶଳ ଗୃହପତି ଯେ ଘରର ସଦସ୍ୟମାନଙ୍କ ମଧ୍ୟରେ ତାଳମେଳ ରଖନ୍ତି
Synonyms : ଗୃହକର୍ତ୍ତା, ଗୃହପତି, ଗୃହସ୍ୱାମୀ, ଘରବାଲା, ଘରମାଲିକ, ଘରମୁରବି
Translation in other languages :हिन्दी English
घर का मालिक।
Someone who owns a home.
Install App