Meaning : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାର କାର୍ଯ୍ୟ
Example :
ପରିବହନ ପାଇଁ ପରିବାହକର ଆବଶ୍ୟକତା ହେବ
Translation in other languages :
The act of moving something from one location to another.
conveyance, transfer, transferral, transport, transportationMeaning : କୌଣସି ଜିନିଷ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ବା ନେଉଥିବାର କ୍ରିୟା
Example :
ଜିନିଷପତ୍ର ବହନ କରିବାପାଇଁ ସେ କୁଲିକୁ ଡାକିଲା
Synonyms : ବହନ
Translation in other languages :
The act of moving something from one location to another.
conveyance, transfer, transferral, transport, transportationMeaning : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
Example :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
Synonyms : ଗମନାଗମନ, ଯାତାୟାତ, ଯିବାଆସିବା
Translation in other languages :
A facility consisting of the means and equipment necessary for the movement of passengers or goods.
transit, transportation, transportation system