Subscribe
URL of the page has been copied to clipboard.
Meaning : ବିଚାର, ସୂଚନାଆଦିପାଇଁ ଜଡ଼ିତଲୋକମାନଙ୍କ ପାଖକୁ ପଠାଯାଉଥିବା ପତ୍ର
Example : ଏହି ସମିତିର ସଦସ୍ୟ ହେବା କାରଣରୁ ଆପଣଙ୍କୁ ଏହି ସର୍କୁଲାର ଉପରେ ଧ୍ୟାନ ଦେବାକୁ ହେବ
Synonyms : ସର୍କୁଲାର
Translation in other languages :हिन्दी English
विचार,सूचना आदि के लिए बहुत से संबद्ध लोगों के पास भेजा जानेवाला पत्र।
An advertisement (usually printed on a page or in a leaflet) intended for wide distribution.
Install App