Meaning : ପିନ୍ଧିବା ବସ୍ତ୍ର
Example :
ଆଜି ବିଦ୍ୟାଳୟରେ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି
Translation in other languages :
A covering designed to be worn on a person's body.
article of clothing, clothing, habiliment, vesture, wear, wearableMeaning : ପିନ୍ଧିବା ବା ଧାରଣ କରିବା କ୍ରିୟା
Example :
ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ
Synonyms : ପିନ୍ଧିବା
Translation in other languages :