Subscribe
URL of the page has been copied to clipboard.
Meaning : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ଗ୍ରହର ଅନ୍ୟ ଗ୍ରହ ଉପରେ ପରାକ୍ରମୀ ହେବାର ପ୍ରକ୍ରିୟା
Example : ଜ୍ୟୋତିଷ ପରାକ୍ରମୀ ଗ୍ରହ ବିଷୟରେ ଜଣାଉଛନ୍ତି
Translation in other languages :हिन्दी
ज्योतिष में, एक ग्रह का दूसरे ग्रह से प्रबल होने की क्रिया।
Meaning : ଯାହାଙ୍କଠାରେ ବିକ୍ରମ ବା ବୀରତ୍ୱ ଅଛି
Example : ସୋହନ ଜଣେ ପରାକ୍ରମୀ ବ୍ୟକ୍ତି
Synonyms : ବିକ୍ରମୀ
जिसमें विक्रम या वीरता हो।
Meaning : ଯେ ବୀରପୂର୍ବକ କୌଣସି କାମ କରେ
Example : ବୀର ବ୍ୟକ୍ତି କୌଣସି କାମରେ ପଛଘୁଞ୍ଚା ଦିଏନାହିଁ
Synonyms : ବଳବାନ, ବାହାଦୂର, ବୀର, ଶୂର, ଶୂରବୀର
जो वीरतापूर्वक कोई काम करे।
Install App