Subscribe
URL of the page has been copied to clipboard.
Meaning : ଥାଳି ବା ପତରରେ ଖାଦ୍ୟ ବାଢ଼ିବା ବା ବାହାରକରିବା କ୍ରିୟା
Example : ତାକୁ ଖାଦ୍ୟ ପରଷିବା ଆସେନାହିଁ ମହାତ୍ମାଙ୍କୁ ଖାଦ୍ୟ ବାଢ଼ିବା ପରେ ସେ ପଙ୍ଖା କଲେ
Synonyms : ବାଢିବା
Translation in other languages :हिन्दी
थाली या पत्तल में खाना परोसने या निकालने की क्रिया।
Meaning : ଖାଇବାପାଇଁ କାହାରି ଆଗରେ ଖାଦ୍ୟପଦାର୍ଥ ରଖିବା
Example : ମାଆ ରାମକୁ ଖାଦ୍ୟ ପରଷୁଛନ୍ତି
Synonyms : ବାଢ଼ିବା
खाने के लिए किसी के सामने भोज्य पदार्थ रखना।
Meaning : ଥାଳି ବା ଖଲିରେ ଖାଦ୍ୟଦେବା
Example : ମାଆ ଆମ ସମସ୍ତଙ୍କପାଇଁ ଖାଦ୍ୟ ପରଷିଛନ୍ତି
Synonyms : ପରିବେଷଣ କରିବା, ବାଢ଼ିବା
थाली या पत्तल में खाना लगाना।
Install App