Meaning : ଯେଉଁ ପୋଖରୀ ବା ଗାଡ଼ିଆରେ ବହୁତ ପଦ୍ମ ଫୁଲ ଅଛି
Example :
ପଦ୍ମ ପୋଖରୀ ସମୀପରେ ଜଣେ ଋଷିଙ୍କ ଆଶ୍ରମ ଅଛି
Synonyms : ପଦ୍ମ ପୋଖରୀ, ପଦ୍ମ ସରୋବର
Translation in other languages :
Meaning : ପଦ୍ମ ସମୂହ
Example :
ପଦ୍ମ ସମୂହ କାରଣରୁ ଏହି ପୋଖରୀର ଶୋଭା ବଢ଼ିଯାଇଛି
Synonyms : ପଦ୍ମ ପୂର୍ଣ୍ଣ, ପଦ୍ମ ସମୂହ
Translation in other languages :