Meaning : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ
Example :
ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି
Synonyms : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ଶ୍ରୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା
Translation in other languages :
धन की अधिष्ठात्री देवी जो विष्णु की पत्नी कही गई हैं।
लोग धन प्राप्ति के लिए लक्ष्मी की पूजा करते हैं।Hindu goddess of fortune and prosperity.
lakshmiMeaning : ବଙ୍ଗଳା ଦେଶର ଏକ ନଦୀ
Example :
ପଦ୍ମା ନଦୀରେ ଆସୁଥିବା ବନ୍ୟାଯୋଗୁଁ ବେଳେବେଳେ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ତଥା ନଦିଆ ଜିଲ୍ଲା ବି ପ୍ରଭାବିତ ହୁଅନ୍ତି
Synonyms : ପଦ୍ମା ନଦୀ
Translation in other languages :