Subscribe
URL of the page has been copied to clipboard.
Meaning : ଯାହାକୁ ଦବେଇ ଦେଇ ବହୁତ ହୀନ କରିଦିଆଯାଇଛି
Example : ଫିରିଙ୍ଗିଙ୍କଦ୍ୱାରା ପଦଦଳିତ ଭାରତୀୟ ସମାଜ ଭିତରେ ଭିତରେ ଜଳୁଥିଲା
Synonyms : ଦଳିତ
Translation in other languages :हिन्दी English
जिसे दबाकर बहुत हीन कर दिया गया हो।
Abused or oppressed by people in power.
Meaning : ପାଦରେ ଦଳା ହୋଇଥିବା
Example : ହିନ୍ଦୁ ଧର୍ମଗ୍ରନ୍ଥରେ ପଦଦଳିତ ଅନ୍ନ ସେବନ ବର୍ଜିତ ହୋଇଛି
Synonyms : ଅବମର୍ଦିତ, ପାଦଦଳିତ
Translation in other languages :हिन्दी
जो पैरों से रौंदा हुआ हो।
Install App