Meaning : ସୁରକ୍ଷା ଦୃଷ୍ଟିରୁ ପାଦରେ ପିନ୍ଧାଯାଉଥିବା ଚମଡ଼ାଆଦିରୁ ତିଆରି ବସ୍ତୁ ଯାହା ଆଙ୍ଗୁଳିକୁ ପୂରା ଢାଙ୍କି ରଖେ
Example :
ଆପଣ ବର୍ଷାଦିନେ କନାର ଜୋତା ପିନ୍ଧନ୍ତୁ ନାହିଁ
Translation in other languages :
Footwear shaped to fit the foot (below the ankle) with a flexible upper of leather or plastic and a sole and heel of heavier material.
shoe