Meaning : କାହାରିକୁ କୌଣସି ବିଶେଷ ଭଲ କାମ କରିଥିବାରୁ ପ୍ରମାଣ ଏବଂ ପୁରସ୍କାର ରୂପରେ ଅଥବା ସମ୍ମାନିତ କରିବା ନିମନ୍ତେ ଦିଆଯାଉଥିବା ଏକ ଛୋଟ ବସ୍ତୁ
Example :
ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ତାକୁ ସୁନାର ପଦକ ମିଳିଲା
Synonyms : ମେଡ଼ାଲ୍
Translation in other languages :
An award for winning a championship or commemorating some other event.
decoration, laurel wreath, medal, medallion, palm, ribbonMeaning : ଛୋଟ ଆକାରର ମୂର୍ତ୍ତି
Example :
ସେ ନିଜ ଗଳାରେ ଏକ ହନୁମାନ ପଦକ ପିନ୍ଧିଛି
Translation in other languages :
Meaning : ପିଲାମାନେ ପିନ୍ଧୁଥିବା ଏକ ପ୍ରକାର ଆଭୂଷଣ
Example :
ପିଲାମାନଙ୍କ କଣ୍ଠରେ ପଦକ ପିନ୍ଧାଯାଏ
Translation in other languages :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklaceMeaning : ବେକରେ ପିନ୍ଧାଯାଉଥିବା ଯେଉଁ ଗହଣାରେ କୌଣସି ଦେବତାଙ୍କ ଚରଣ ଅଙ୍କନ ହୋଇଥାଏ
Example :
ଏହି ପଦକରେ ପ୍ରଭୁ ଗଣେଶଙ୍କ ଚରଣ ଅଙ୍କିତ ହୋଇଛି
Translation in other languages :
गले में पहनने का वह गहना जिसपर किसी देवता के चरण अंकित हों।
इस पदिक पर भगवान गणेश के चरण अंकित हैं।