Meaning : ଏହି ଖଜଣା ବା କର ଯାହା ପଥିକମାନଙ୍କଠାରୁ କୌଣସି ବିଶେଷ ରାସ୍ତାରେ ଚାଲିବା ବାବଦକୁ ନିଆଯାଇଥାଏ ବା କୌଣସି ବିଶେଷ ରାସ୍ତାର ଉପଯୋଗ କରିବା ବାବଦକୁ ନିଆଯାଇଥାଏ
Example :
ପଥକର ଦେଇ ଆପଣ ଏହି ରାସ୍ତାରେ ଯାଇ ପାରିବେ
Synonyms : ପଥ ଶୁଳ୍କ, ବାଟକର, ରୋଡ଼ଟାକ୍ସ
Translation in other languages :
A fee levied for the use of roads or bridges (used for maintenance).
tollMeaning : କୌଣସି ରାସ୍ତାରେ ଚଳପ୍ରଚଳ ବଦଳରେ ଯେଉଁ କର ଦେବାକୁ ପଡ଼େ
Example :
ଫାଟକରେ ପଥକର ଦେଲାପରେ ହିଁ ଆପଣ ଆଗକୁ ଯାଇପାରିବେ
Synonyms : ଅକ୍ଟ୍ରାଇ