Meaning : ସୁନାରୁପା ଆଦିର ଅତି ପତଳା ପାତ
Example :
ମିଠେଇଗୁଡ଼ିକୁ ରୁପାର ପାତ ଲଗେଇ ସଜାଯାଇଛି
Synonyms : ପାତ
Translation in other languages :
Meaning : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
Example :
ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
Translation in other languages :